Koshli Expose – Breaking News, Western Odisha & Regional Updates

Header
collapse
...
Tag: Sonepur police caught cannabis
    Sonepur police chased and caught a vehicle loaded with Cannabis

    Sonepur police chased and caught a vehicle loaded with Cannabis

    Jun 25, 2026  Arabinda Biswal
    ଗଞ୍ଜେଇ ଗାଡିକୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୋଲିସ ସୁବର୍ଣ୍ଣପୁର ଜିଲ୍ଲାରେ କଡାକଡି ଯାଞ୍ଚ ଓ ଧରପଗଡ଼ ସତ୍ତ୍ୱେ ଚୋରା ଗଞ୍ଜେଇ କାରବାର ବନ୍ଦ ହେଉ ନାହିଁ l କୌଣସି ନା କୌଣସି ବାଟ ଦେଇ ଗଞ୍ଜେଇ ବେପାରୀ ଖସି ଯାଉଥିବା ଜଣାପଡୁଛି l ଗଞ୍ଜେଇ ଓ ଗାଡି ଜବତ ହେଉଥିବା ବେଳେ ମାଫିଆ ଧରା ପଡିପାରୁନାହିଁ l
Your experience on this site will be improved by allowing cookies Cookie Policy