
ତୁଷୁରା : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଗୁଡଭେଲା ଖଣ୍ଡ ର ତୁଷୁରା କେଶବ ସାୟଂ ଶାଖା ରେ ସମ୍ବିଧାନ ପ୍ରଣେତା ବାବା ସାହେବ ଭୀମ ରାଓ ଆମ୍ବେଦକର ଙ୍କ ଜନ୍ମ ଜୟନ୍ତୀ ପାଳନ କରାଗଲା l
ଏହି କାର୍ଯ୍ୟକ୍ରମ ରେ ସଂଘ ର ଖଣ୍ଡ କାର୍ଯ୍ୟବାହ ଚିତ୍ତରଞ୍ଜନ ମାଝୀ ବକ୍ତା ଭାବରେ ବାବା ସାହେବ ଆମ୍ବେଦକର ଙ୍କ ବିଷୟରେ ବର୍ଣ୍ଣନା କରିଥିଲେ l
ମୁଖ୍ୟ ଶିକ୍ଷକ ରାଜୀବ ଗଡ଼ତ୍ୟା, ପ୍ରାର୍ଥନା ପ୍ରମୁଖ ବିନାୟକ ବାଗ, ରମେଶ ଗିଭେଲା, ପ୍ରଭାସ ହରପାଳ, ପ୍ରଭାତ ପ୍ରଧାନ, ଶୁଭମ୍ ବହିଦାର ତଥା ତୁଷୁରା ଶାଖା ର ସ୍ୱୟଂସେବକ ମାନେ ଉପସ୍ଥିତ ଥିଲେ ଖଣ୍ଡ ପ୍ରଚାର ପ୍ରମୁଖ ରୋଶନ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l


Leave a comment
Your email address will not be published. Required fields are marked *