Koshli Expose – Breaking News, Western Odisha & Regional Updates

Header
collapse
...
Home / Odisha / ସ୍କୁଲ ରୁ ଚାଉଲ ଚୋରୀ ୩ ଗିରଫ ଚାଉଲ ଜବତ

ସ୍କୁଲ ରୁ ଚାଉଲ ଚୋରୀ ୩ ଗିରଫ ଚାଉଲ ଜବତ

Apr 02, 2026  Arabinda Biswal 213 views
ସ୍କୁଲ ରୁ ଚାଉଲ ଚୋରୀ ୩ ଗିରଫ ଚାଉଲ ଜବତ

ବଲାଙ୍ଗୀର : ତୁଷୁରା ପୁଲିସ ସ୍କୁଲ ରୁ ଚାଉଲ ଚୋରୀ ମାମଲା ରେ ୩ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ତୁଷୁରା ଥାନା କୁଟେନପାଲି ର ଘନଶ୍ୟାମ ଭୋଇ, ଦୀନବନ୍ଧୁ ସୁନା,ଅନିଲ ସୁନା । 

ସୂଚନା ଅନୁସାରେ ଗତ ୨ ଦିନ ତଲେ ଦେଓଲଗୁଡି ମୁଣ୍ଡାପଲା ସ୍କୁଲ ରୁ ଚାଉଲ ଚୋରୀ ହୋଇଯାଇଥିବା ତୁଷୁରା ଥାନାରେ ସ୍କୁଲ କର୍ତୃପକ୍ଷ ଅଭିଯୋଗ କରିଥିଲେ। 

ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇ ଆଜି  ବ୍ୟାପକ ଚୋରି ଚାଉଲ ଜବତ କରିବା ସହ ୩ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ତୁଷୁରା ଥାନା ଅଧିକାରୀ ମନୋଜ ପ୍ରଧାନ ସୂଚନା ଦେଇଛନ୍ତି।


Share:

Leave a comment

Your email address will not be published. Required fields are marked *

Your experience on this site will be improved by allowing cookies Cookie Policy